Posts

Showing posts with the label odia solutions chapter 1

BSE Odisha Class 6 Odia Solutions Chapter 1 ବର୍ଷା

 BSE Odisha Class 6 Odia Solutions Chapter 1 ବର୍ଷା ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର Question ୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର କୁହ । (କ) ବର୍ଷରେ କେତୋଟି ଋତୁ ଆସେ ? Answer: ବର୍ଷରେ ଛଅଟି ଋତୁ ଆସେ । (ଖ) ଗ୍ରୀଷ୍ମଋତୁ ପରେ କେଉଁ ଋତୁ ଆସେ ? Answer: ଗ୍ରୀଷ୍ମଋତୁ ପରେ ବର୍ଷାଋତୁ ଆସେ । (ଗ ) ମେଘମାନେ କେଉଁଠି ମିଳିତ ହୁଅନ୍ତି ? Answer: ମେଘମାନେ ଶୂନ୍ୟପଥରେ ବା ଆକାଶରେ ମିଳିତ ହୁଅନ୍ତି । (ଘ) ପୃଥ‌ିବୀ ସୂର୍ଯ୍ୟଙ୍କ ଉତ୍ତାପରେ ଆଠମାସ ଉତ୍ତପ୍ତ ଥିଲା । Answer: ପୃଥ‌ିବୀ ସୂର୍ଯ୍ୟଙ୍କ ଉତ୍ତାପରେ ଆଠମାସ ଉତ୍ତପ୍ତ ଥିଲା । (ଙ) ଖଦ୍ୟୋତ କେତେବେଳେ ଉଡ଼ିବୁଲେ ? Answer: ଖଦ୍ୟୋତ ସନ୍ଧ୍ୟା ସମୟରେ ଉଡ଼ିବୁଲେ । ମଧ୍ୟରେ ବର୍ଷାଋତୁକୁ ଶ୍ରେଷ୍ଠ ବୋଲି କହିଥା’ନ୍ତି । ଶୂନ୍ୟ ଆକାଶ ବ୍ୟାପି ମେଘମାଳ ଚାରିଆଡ଼େ ଘୋଟିଯାଏ। ଆଠମାସ ଧରି ପ୍ରଖର ସୂର୍ଯ୍ୟତାପରେ ଭୂପୃଷ୍ଠର ସମସ୍ତ ଜଳ ରାଶି ବାଷ୍ପୀଭୂତ ହୋଇ ପୃଥ‌ିବୀ ଶୁଷ୍କ ହୋଇଯାଇଥାଏ । ବର୍ଷା କାଳର ଆଗମନରେ ସୂର୍ଯ୍ୟତାପର ପ୍ରଖରତା କମ୍ ହୋଇଯାଏ ଓ ପୃଥ‌ିବୀବାସୀଙ୍କ କଷ୍ଟ ନାଶ ହୁଏ । ପୃଥ‌ିବୀର ଦୁଃଖ ଦେଖ୍ ମେଘ କରୁଣାପୂର୍ଣ୍ଣ ହୃଦୟରେ ଜଳଦାନ କରେ । ଘୋର ଗର୍ଜନ କରି ମେଘମାଳା ଜଳ ବର୍ଷିଥା’ନ୍ତି । କବି ମଧୁସୂଦନ ଲେଖୁଛନ୍ତି – ‘‘ବାନ୍ଧବ ଅଟେ ତରୁଲତା ଜୀବର । ପ୍ରକାଶଇ କରୁଣା ସେ ନିରନ୍ତର ।।” (ଖ) ଅଳପ ନଦୀଏ ପୂରିଲେ ଲହରି ମତେ ଉ...